ଆମେ ଏବେ ଜହ୍ନ ରାଇଜରେ We Are On The Moon Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମେ ଏବେ ଜହ୍ନ ରାଇଜରେ We Are On The Moon

Rating: 5.0

ନାଇଁ ଆଉ ଜହ୍ନ ଆକାଶରେ!
ଗଜାନନ ମିଶ୍ର

ହଁ, କହୁଛନ୍ତି ଥୋକେ
ନାଇଁ ଆଉ ଜହ୍ନ ଆକାଶରେ!
କହିବାକଥାକୁ ମନା କରିବ କିଏ?
ଜହ୍ନରେ ହଜିବା ବି ନୁହଁ ନୂଆ ଏଠାରେ।

ଜହ୍ନ କଥା କହୁ କହୁ
ଦେଖ ଦେଖ ଶୋଇପଡୁଛି ଆଭ୍ୟାନ
ଜେଜେମା କୋଳରେ।

ଜହ୍ନକୁ ଆଉ କଣ ଭାବିଲ କି?

ତେରେଛା ଶବ୍ଦ
ଶୁଣିଲେ ପଡୋଶୀ-ଭାଇଠୁ
ଖରାପ ଭାବିବାର ନାଇଁ,
ଗଭୀରପ୍ରେମ ଏଇଟା
ହେବ ଜାଣିବାକୁ।

ଜହ୍ନ ଯେ କେବେ କାହାକୁ
ଦିଏ ଆଘାତ
ପ୍ରେମପାଠରେ
ଆଉ ଥରେ ପଡିବ ଖୋଜିବାକୁ ।

ଯାହା ବି ହେଉ
ଆମେ ଏବେ ଜହ୍ନରାଇଜରେ
ସାତଶତ୍ରୁ ବି କରିଛି ସ୍ୱୀକାର ।
ଆଉ ଆମେ ନିର୍ବିକାର ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
10/9/2019
ଦୁର୍ଗ - ପୁରୀ ଏକ୍ସପ୍ରେସରେ ।

Monday, September 9, 2019
Topic(s) of this poem: love and life
POET'S NOTES ABOUT THE POEM
Only love,love and life. Written in odia language. Odia is the official language of odisha india
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success