ମଧୁର ପୃଥିବୀ-Sweet Earth Poem by Bharati Nayak

ମଧୁର ପୃଥିବୀ-Sweet Earth

ମଧୁର ପୃଥିବୀ

ହେ ମୋର ପ୍ରିୟ ମଧୁର ପୃଥିବୀ
ତୋ ପାଦ ତଳେ ମୁଁ ପ୍ରଣିପାତ କରୁଛି
ଆଉ ସେଇ ମହାନ ସ୍ରଷ୍ଟାଙ୍କ ଗୁଣ ଗାଉଛି
ଯେ ତୋତେ ଆଉ ମତେ ସୃଷ୍ଟି କରିଛନ୍ତି |

ଯେତେବେଳେ ସେମାନେ ମୋତେ
ଧଳା ଚାଦରରେ ଢାଙ୍କି ଦେଇ
ତୋ ହାତରେ ଟେକି ଦେବେ
ମୋତେ ଭୁଲି ଯିବୁନି!

Sunday, October 6, 2024
Topic(s) of this poem: earth,death
POET'S NOTES ABOUT THE POEM
This poem is a translation of South African poetess Adiela Akoo's poem'Sweet Earth' from her book 'Lost In A Quatrain'
COMMENTS OF THE POEM
Bri Edwards 07 October 2024

My grades in Odia language class were abysmal. ; (

0 0 Reply
READ THIS POEM IN OTHER LANGUAGES
Close
Error Success