Say notNothing is thereIn the sky, If you so likeI have no objectionYou can fly.But before flyingPlease look around youAnd know the truth.Truth is thatYou are nothing And the sky is everything.
କୁହ ନା ଆକାଶରେ କିଛି ନାଇଁ। ଆପତ୍ତି ନାଇଁ ଉଡିବାକୁ ଇଚ୍ଛା ଯଦି ଆକାଶରେ। ଉଡିବା ଆଗରୁ କିନ୍ତୁ ଦେଖ ଥରେ ତୁମର ଚାରିଆଡକୁ। ସତ କଣ ଜାଣ, ସତ ହେଉଛି ନୁହଁ କିଛି ତୁମେ, ଆକାଶ ହେଉଛି ସବୁ ଆଉ ସବୁ ରହିଛି ଆକାଶରେ ଆକାଶଠି।
Delivering Poems Around The World
Poems are the property of their respective owners. All information has been reproduced here for educational and informational purposes to benefit site visitors, and is provided at no charge...
7/19/2025 10:37:53 PM # 1.0.0
କୁହ ନା ଆକାଶରେ କିଛି ନାଇଁ। ଆପତ୍ତି ନାଇଁ ଉଡିବାକୁ ଇଚ୍ଛା ଯଦି ଆକାଶରେ। ଉଡିବା ଆଗରୁ କିନ୍ତୁ ଦେଖ ଥରେ ତୁମର ଚାରିଆଡକୁ। ସତ କଣ ଜାଣ, ସତ ହେଉଛି ନୁହଁ କିଛି ତୁମେ, ଆକାଶ ହେଉଛି ସବୁ ଆଉ ସବୁ ରହିଛି ଆକାଶରେ ଆକାଶଠି।