Srusti karibaa aau
Dwansha karibaa heuchhi
Samayara bepaara.
Kehi nahaanti rokibaaku.
Mu nischiota, priya,
Samaya asura nuhen ki
Nuhen Bhagabaana.
Aau ehaa bhitare
Aame khelu,
Ehaa bhitare
Aame prema karu,
Ehaa bhitare aame banchu
Aama rastare.
In Odia lipi or Brahmi script;
ସୃଷ୍ଟି କରିବା ଆଉ
ଧ୍ଵଂସ କରିବା ହେଉଛି
ସମୟର ବେପାର।
ସମୟକୁ ରୋକିବାକୁ
ନାହାନ୍ତି କେହି ।
ମୁଁ ନିଶ୍ଚିତ ପ୍ରିୟ
ସମୟ ଅସୁର ନୁହେଁ
କି ନୁହେଁ ବି ଭଗବାନ ।
ଆଉ ଏହା ଭିତରେ
ଆମେ ଖେଳୁ,
ଏହା ଭିତରେ
ଆମେ ପ୍ରେମ କରୁଁ,
ଏହା ଭିତରେ ଆମେ
ବଂଚୁ ଆମ ରାସ୍ତାରେ ।