अनपसृत
अनपसारित क्लान्ति
अनपसारित यन्त्रणा
...
Read full text
ଅପସରି ଯାଉ ଭ୍ରାନ୍ତି ଓ କ୍ଳାନ୍ତି..ନ ରହୁ ଯନ୍ତ୍ରଣା ଆଉ ଜୀବନରେ ଅତି...କୁହେଳିକା ମଧ୍ୟରେ ଥାଇ ମଧ୍ୟ ଅନପସରୁତ ଜୀବନ ପାଇଯାଉ ମଧୁ ତିଳକ. ମଧୁମୟ ହେଉ ଜୀବନର ଧାରା..ଈଶ୍ବର ଆଣନ୍ତୁ ସୁଖ ହିଁ ସୁଖ ଆପଣଂକଙ୍କର ଜୀବନରେ. ଏହା ହିଁ ଆମ୍ଭର କାମନା... ଏହି କବିତା ଟି ଅତୀବ ସୁନ୍ଦର ହୋଇଛି...ଏହା ପଢି ଆମ୍ଭେ ଖୁସି ହେଲୁ...10
Bele bele manisha epari sthiti dei gati kare.sundar.