ପ୍ରତିଧ୍ଵନି Poem by Prabhat Kumar Sahoo

Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India

ପ୍ରତିଧ୍ଵନି

ଜୀବନର ପଥେ ପଥେ କେବେ ବି କେମିତି
ଏକା ଲାଗେ ନିକାଞ୍ଚନେ ବହୁତ ସେମିତି
ଚୌଦିଗେ ସୋଇଥାଏ ଵିସ୍ତୀର୍ଣ୍ଣ ପ୍ରାନ୍ତର
ଅସରନ୍ତି ଲାଗେ ସତେ ବାଟ ବହୁ ଦୂର
କି ନିଦାଘ, ବର୍ଷା ଶୀତ ବସନ୍ତ ନିବାଡ଼
ସାମନାରେ ଯଗିବୁ ପଥ ହୋଇ ତୁ ପାହାଡ଼
ପଥର ହୃଦ ତୋ ସ୍ମୃତିବନ ରାଜି ଉଭା
ଲୋତକ ଝରଣା ନଦୀ ଧୁଏ ତୋର ଗଭା
ପ୍ରେମେ ପ୍ରୀତିଭରା ମୁ ଗୋ ଦିଏ ତୋତେ ଡାକ
ଫେରିଆସେ ପ୍ରତିଧ୍ୱନି ପବନ ବାହକ l

READ THIS POEM IN OTHER LANGUAGES
Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India
Close
Error Success