You are the tireless creator
Laying dozens of eggs like a hen-
...
କାଲି ପରି ଆଜି
ସକାଳେ ସୂରୁଯ
ଅବିର ବୋଳୁଚି
ଆକାଶର ସୀମନ୍ତ ରେ।
...
କେମିତି ବୁଝେଇବି ଯେ
ଆଜି ତମେ,
...
ଲାଗୁଛି ଯେ
ଆଉ ଥରେ
...
ଏତିକି ପାଇବା ବୋଧେ
ମୋ କପାଳେ ନାହିଁ-
...
ପାଉ ନାହିଁ ଉପଯୁକ୍ତ ଶବ୍ଦ,
କେମିତି ଯେ
...
ପାନ୍ଥଶାଳା ଏବେ ପଚାରି ବୁଝୁଛି,
ଏଠି କିଆଁ ଲେଖ ନାଆଁ-
...
ଭାରି କଷ୍ଟ ଲାଗୁଛି ସେଦିନୁଁ
ଯେବେ ତମେ ଗଲା ଜନ୍ମେ ଚାଲିଗଲ
...
To write a poem
Is a task-
Not so easy as making a cup of tea
...
ଯେଉଁ ମନ ଥିଲା, ତୁମ ପାଇଁ ପ୍ରିୟେ
ମନ୍ଦିର ମୁଖଶାଳା,
...
କାଲି ପୁଣି ତମକୁ ଭେଟିବି
ଏ ଭାବନା ଆଜି ଠାରୁ
...
ତୁମେ ଏଇ ଦୁନିଆ ରେ ଥିବ
ମୁଁ କେମିତି ଏ ପୂର ରୁ
...
ତୁମରି ଛୁଆଁ ର କାଉଁରୀ ପରଶ
ଆଣୁଥିଲା ଜହ୍ନ ରାତି,
...
ଯେଉଁ ଠିକଣା ରେ ଲେଖୁଥିଲ ତମେ
ଗଦା ଗଦା ପ୍ରେମ ଚିଠି-
...
ଦୁଇଟି ତାହାର ଠଣା-
ଗୋଟିଏ ତା ପାଇଁ ଜୀବନ ର ପଣ,
...
ଦୁଇଟି ତାହାରଡେଣା-
ଗୋଟିକରେ ଉଡେ ଭଦ୍ରତା ର ଖୋଳେ
...
A voice was heard
Soft, violin like, as if
...
କାହିଁକି ଯେ ପ୍ରାଣପ୍ରିୟା ମୋର
କି ଭାବନା ତୁମକୁ ମୋ ଠାରୁ
...
କାଲି ରାତି ସପନ ରେ ଆସି
ଯେମିତିକା ଦେଇଚ ପରଶ
...
ଦୁଇଟି ତାହାର ଫଣା-
ଗୋଟିଏ ଦେଖାଏ ତା ନିରୀହ ପଣ,
...
ତୁମ କଳା ଆଖି,
ହସିଲା ଚାହାଣୀ
...
ଏବେ ଆଉ ମୋ ଭିତରେ
ଆଗ ପରି ନାହିଁ ଜ୍ବାଳା, ନୀଳ ଅବଶୋଷ
...
ଆଖି ରେ ଆଖି ରେ
କହୁଥିଲ କଥା
...
ତମେ ପ୍ରିୟା, ମୋ ଅନ୍ତର ରାଣୀ
ମୋ ଦୁନିଆ ଆରମ୍ଭ, ଅନ୍ତିମ-
...
କେତେ ବାର ଅନୁରୋଧ କଲି
ଆଉ ଗୋଟେ ମୋହର ଲଗାଅ
...
ତୁମ ପାଶେ ବିତୁ ଥିଲା ଦିନ
କେଡେ ବେଗେ ଜାଣୁ ମୁଁ ନଥିଲି
...
କାଲି ତମେ
ପଢିଲନି ଜମା
...
ତୁମ ସହ କେତୋଟି ମୂହୁର୍ତ୍ତ
ନିଶବଦ, ନିରୋଳା, ଲଗନ,
...
ଚୋରା ଚାହାଣୀ ର
ନୀଳ ନୀଳ ଚିଠି
...
ଏ ଭିତରେ
ଚଉଦ ବରଷ-
...
ତମେ କାଲି
ସପନ ରେ ଆସି
...
ଗଦା ଗଦା ଏଇ
ଶୁଖିଲା ପତରେ
...
ନୀଳ ଅକ୍ଷର ର
ସବୁଜ ସଂକେତ
...
ହସ ର ଫଗୁଣ
ତୁମ ଓଠ ଧାରେ
...
ତୁମ ଓଠ ଯେତେ ଯେତେ ଥର-
ଛୁଉଁ ଥିଲା ଗାଲ, ଓଠ, ଆଖି,
...
ସଂଗୀତ ମୁଖର
କରୁଥିଲ ମୋର
...
ଫେରିବା ବାଟରେ ଆଜି
ହଠାତ ଲାଗିଲା-
ତୁମେ ମୋତେ ଖୁସୀ ଖୁସୀ
କହିନାହଁ ଯାଅ...
...
ଖୋଲା ଖୋଲି
କଥା ହେଲେ ଆମେ
...
ମୋ ସ୍ୱପ୍ନ ର
ମଶାଣୀ ପାଉଁଶ
...
ସେ ଦିନ ସପନେ ଥିଲ ମୋର,
ଦୁଇ ସାଥୀ ଯାକ ନିକଟ ରେ,
...
ଯେତେ ଯେତେ ଥର ମୋର
ତୁମ ଆଖି ସାଥେ ଆଖି ମିଶେ
...
ତୁମ ଦେହ ପଦ୍ମ
ପାଖୁଡା ପାଖୁଡା
...
କେମିତିକା ଆସିଥାନ୍ତି ଫେରି-
ତୁମ ଦେହ ବାସ୍ନା ବଳଯ ରୁ,
ତୁମ ନଜର ରେ ବନ୍ଦୀ ଥିବା
ମୋ ଆତ୍ମା କୁ ନିଜ ଶରୀର ରୁ...
...
ତମ ପରଶ ରେ ଭିଜା
ଏ ଦେହ ସାରା ଇଲାକା
...