Mo aakhiku dekhibaaku dia
Mo dehaku anubhab karibaaku dia
Mate chuin chuin mo samayaku
Jibaaku dia.
Mu durataa
Mu sttana
Mu motharu
Achhi jaanibara.
Hinsrataa bhitare
Shanti bhitare
Kahaku rakhibaaku heba
Mate bachhibaaku dia.
Mo chhaiku nachibaaku dia
Andharare mate
Jalibaaku niaanku kaha
Kukuraku bhukibaaku dia.
Kie kahe
Gachha achhi sethi
Sabu sahibaaku?
Kie kahe mu gotie kandhei?
Aagaku jibaaku
Mo nija goda achhi.
Sabu kaama karibaaku
Mo nija haata achhi.
Mate jaanibaaku dia
Kana karibara achhi
Mate satya
Jaanibaaku dia.
In Odia lipi;
ମୋ ଆଖିକୁ ଦେଖିବାକୁ ଦିଅ
ମୋ ଦେହକୁ ଅନୁଭବ କରିବାକୁ ଦିଅ
ମତେ ଛୁଇଁ ଛୁଇଁ ମୋ ସମୟକୁ
ଯିବାକୁ ଦିଅ ।
ମୁଁ ଦୂରତା
ମୁଁ ସ୍ଥାନ
ମୁଁ ମୋଠାରୁ
ଅଛି ଜାଣିବାର ।
ହିଂସ୍ରତା ଭିତରେ
ଶାନ୍ତି ଭିତରେ
କାହାକୁ ରଖିବାକୁ ହେବ
ମତେ ବାଛିବାକୁ ଦିଅ ।
ମୋ ଛାଇକୁ ନାଚିବାକୁ ଦିଅ
ଅନ୍ଧାରରେ ମତେ
ଜାଳିବାକୁ ନିଆଁକୁ କହ,
କୁକୁରକୁ ଭୁକିବାକୁ ଦିଅ ।
କିଏ କହେ
ଗଛ ଅଛି ସେଠି
ସବୁ ସହିବାକୁ?
କିଏ କହେ ମୁଁ ଗୋଟିଏ କଣ୍ଢେଇ ।
ଆଗକୁ ଯିବାକୁ
ମୋ ନିଜ ଗୋଡ ଅଛି
ସବୁ କାମ କରିବାକୁ
ମୋ ନିଜ ହାତ ଅଛି ।
ମତେ ଜାଣିବାକୁ ଦିଅ
କଣ କରିବାର ଅଛି
ମତେ ସତ୍ୟ
ଜାଣିବାକୁ ଦିଅ '
life is for peace, no place of violence in life.