ଗୀତଞ୍ଜଳିର କବିତା -୧
ସୀମାହୀନ କରିଛ ମୋତେ
ତହିଁରେ ତୁମ ଆନନ୍ଦ
ଜୀବନ ପlତ୍ର ମୋ ଶୂନ୍ୟ କରି ତୁମେ
ନୂତନ ଜୀବନ ଭରିଦିଅ ବାରବାର l
ଗିରି ପ୍ରାନ୍ତରେ ମୂର୍ଛିତ ହୁଏ
ତୁମ ବେଣୁର ଧ୍ୱନି
ଜୀବନ ନିଃଶ୍ୱାସ ତହିଁ ଭରିଥ|ଏ
ସଂଗୀତ ଚିରନ୍ତନୀ l
ତୁମ ହସ୍ତର ଅମୃତ ପରଶେ
ଅନ୍ତର ମୋ ଉଠେ ଉଛୁଳି
ଫୁଟି ଉଠେ ତହିଁ ଅଜସ୍ର
ଅବାକ ଆନନ୍ଦର କଳି l
ମୋର ଏ କ୍ଷୁଦ୍ର ହସ୍ତ ପୁଟେ
ଭରିଦିଅ ତୁମ ଅନନ୍ତ ଉପହାର
ଯୁଗ ପରେ ଯୁଗ ଯାଏ ବିତି
ତଥାପି ଅପୂର୍ଣ୍ଣ ଥାଏ
ଅଶାର ଆଞ୍ଜୁଳା ମୋର l
ଗିରି ପ୍ରାନ୍ତରେ ମୂର୍ଛିତ ହୁଏ ତୁମ ବେଣୁ ର ଧ୍ୱନି...ଫୁଟି ଉଠେ ତହିଁ ଅଜସ୍ର ଅବାକ ଆନନ୍ଦର କଳି l ଯୁଗ ପରେ ଯୁଗ ଯାଏ ବିତି ତଥାପି ଅପୂର୍ଣ୍ଣ ଥାଏ ଅଶାର ଆଞ୍ଜୁଳା ମୋର l ଅପା, ଆପଣଙ୍କର ଏଇ ନିର୍ବାକ କରି ଦେବା ଭଳି କବିତା କୁ ଆଜି ଯାଏ ପଢିବାକୁ ଚେଷ୍ଟା କରି ନଥିବା ରୁ ଦୁ8ଖିତ । ଆପଣ ଏଇ ଧାରା କୁ ଶେଷ କରି ଦେଇଚନ୍ତି କି? -ସୁଭାଷ Thanks for the beautiful translation, a huge 10 for it. Regards Subhas
I read this ''Geetanjali Ra Kavita'' in odiya language that has been translated by you from the Nobel award winning poetry book Gitanjali of Rabindranath Tagore. You have so nicely and stunningly inscribed in odiya language with nice collocation. I quote few line here... ତୁମ ହସ୍ତର ଅମୃତ ପରଶେ ଅନ୍ତର ମୋ ଉଠେ ଉଛୁଳି ଫୁଟି ଉଠେ ତହିଁ ଅଜସ୍ର ଅବାକ ଆନନ୍ଦର କଳି l Thank u for sharing here.
ସୀମାହୀନ କରିଛ ମୋତେ ତହିଁରେ ତୁମ ଆନନ୍ଦ ଜୀବନ ପlତ୍ର ମୋ ଶୂନ୍ୟ କରିତୁମେ ନୂତନ ଜୀବନଭରିଦିଅ ବାରବାର l....so touching. This is my second visit for your touching expression in oriya language.Well translated. Thanks again.
This guy had a very BIG thirst! ! ! (no, i can not read the Odia translation, but i can read the English. bri :)
My heartiest thanks to Dr.Geeta Radhakrisna Menon, Sri Subas Chandra Chakra, Sri Kmaramani Mahakul and Dr. Dillip Ku.Swain for your kind appreciation of my poem.This has encouraged me to translate more from the book, 'Gitanjali'.Please read other poems posted on PH.
ତୁମ ହସ୍ତର ଅମୃତ ପରଶେ ଅନ୍ତର ମୋ ଉଠେ ଉଛୁଳି ଫୁଟି ଉଠେ ତହିଁ ଅଜସ୍ର ଅବାକ ଆନନ୍ଦର କଳି l...Wonderful piece of work so elegantly translated!
This poem has not been translated into any other language yet.
I would like to translate this poem
Dear Bharati, A valiant effort, indeed, to translate the verses of Rabindranath Tagore's masterpiece 'Geetanjali. I cannot read the Odia language, but through your translation, i get the feel of the lofty thoughts and the deep spirituality hidden the words of this genius addressed as Gurudev. in India. This little flute of a reed thou hast carried over hills and dales, and hast breathed through it melodies eternally new. A wonderful poem so beautifully translated by you. Keep it up. I shall look forward to read the rest of the series as well. Extremely happy to give you a full vote, Bharati. :)