ଗୀତାଞ୍ଜଳି ର କବିତା -5
ତୁମ ପାଶେ ବସିବାର
ମହାର୍ଘ ଅନୁଭବରୁ,
କାଣିଚାଏ ମାଗୁଛି ମୁଁ,
ପଛେ ପଡି ଥାଉ
ମୋର ଯାହା ପାର୍ଥିବ ଜଂଜାଳ I
ମୋ ଦୃଷ୍ଟିର ଆଢୁଆଳ
ହେଲେ ତୁମ ଆନନ,
ହୃଦୟ ମୋ ପାଏ ନାହିଁ ଶାନ୍ତି ଅବା ମୁକ୍ତି,
ଦିବସର କାର୍ଯ୍ୟଭାର
ମନେ ହୁଏ ଅଥଳ ସମୁଦ୍ର ଯେସନ I
ଦେଖୁଚି ମୁଁ ବାତାୟନଧାରେ
ଆସିଛି ଫଗୁଣ
ସାଥେ ଧରି ତାର ମୃଦୁ ମନ୍ଦ ପବନ I
ମଧୁ ମକ୍ଷିକା ଗଣ ପୁଷ୍ପ ଗହଳେ
କରନ୍ତି ଗୁଞ୍ଜନ I
ସମୟ ଯେ ଉପନୀତ,
ନୀରବେ ଭେଟିବି ତୁମକୁ,
ତୁମ ମୁଖ ଦେଖି ଦେଖି,
ଗାଇବି ମୁଁ ସଧୀରେ,
ଜୀବନ ସଂଗୀତ I
My gratitude to the readers who are encouraging me to translate from 'Gitanjali'
The translation made by you in odiya language is so nice and attractive. I love the following lines..... ଦେଖୁଚିମୁଁବାତାୟନଧାରେ ଆସିଛିଫଗୁଣ ସାଥେ ଧରିତାର ମୃଦୁ ମନ୍ଦ ପବନ I ମଧୁ ମକ୍ଷିକା ଗଣ ପୁଷ୍ପ ଗହଳେ କରନ୍ତି ଗୁଞ୍ଜନI Thanks for sharing.
Thank you poet Sri Kumaramani Mahakul ji for your valuable opinion on my translation of Rabindranath Tagore's poem from his Nobel Award winning book 'Gitanjali.It is so encouraging.
The translation made by you in odiya language is so nice and attractive. I love the following lines..... ଦେଖୁଚିମୁଁବାତାୟନଧାରେ ଆସିଛିଫଗୁଣ ସାଥେ ଧରିତାର ମୃଦୁ ମନ୍ଦ ପବନ I ମଧୁ ମକ୍ଷିକା ଗଣ ପୁଷ୍ପ ଗହଳେ କରନ୍ତି ଗୁଞ୍ଜନI Thanks for sharing.
The translation made by you in odiya language is so nice and attractive. I love the following lines..... ଦେଖୁଚିମୁଁବାତାୟନଧାରେ ଆସିଛିଫଗୁଣ ସାଥେ ଧରିତାର ମୃଦୁ ମନ୍ଦ ପବନ I ମଧୁ ମକ୍ଷିକା ଗଣ ପୁଷ୍ପ ଗହଳେ କରନ୍ତି ଗୁଞ୍ଜନI Thanks for sharing.
Thank you poets Ranjan Kumar Ghosh and Dr.Dillip Kumar Swain for reading my poem and encouraging me through your nice comments.
You have translated the Nobel award winning book Gitanjali penned by Rabindranath Tagore to the nearest perfection! I am delighted that you have started a wonderful venture by translating some great unexplored poetry pieces in Odiya version that would benefit regional readers and the English abstract in the Poet’s note area gives a scope for other readers to have a glimpse of such pulsating creations as well! Pray God bless you always!
This poem has not been translated into any other language yet.
I would like to translate this poem
ତୁମ ଦୃଷ୍ଟିଆଗେ ଲଜ୍ଜା ରେ ଝାଉଁଳିଯାଏ ମୋ କବିତ୍ଵର ବଡ ପଣ, ହେକବି ଅନନ୍ୟ, ବସିଛି ମୁଁ ତୁମ ପାଦ ତଳ କରହେସରଳ ଜୀବନମୋହର, ତୁମରି ପାଇଁଗାଇବି ମୁଁଗୀତ ମୂରଲୀ ଯେସନI thanks poet fantastic and memorable poem10+++++++++