ଗୀତଞ୍ଜଳିର କବିତା - ୭
ଦେଖପ୍ରିୟ,
ମୋ ଗୀତରୁ ଉତ୍ତାରି ଦେଇଛି,
ଆଭୂଷଣ, ବିଭୂଷଣ ଓ ଅଳଙ୍କାରର
ଯେତେ ମିଛ ଆହରଣ,
କାହିଁକି ନା
ସେମାନେ ତୋଳନ୍ତି ପ୍ରାଚୀର,
ତୁମ ଓ ମୋ ଭିତରେ,
ସେମାନଙ୍କ ରୁଣୁ ଝୁଣୁ ଶବ୍ଦରେ,
ଆଉ ଶୁଭେନାହିଁ ତୁମ ଧୀର କଣ୍ଠ ସ୍ୱର I
ତୁମ ଦୃଷ୍ଟି ଆଗେ
ଲଜ୍ଜାରେ ଝାଉଁଳିଯାଏ
ମୋ କବିତ୍ଵର ବଡ ପଣ,
ହେ କବି ଅନନ୍ୟ,
ବସିଛି ମୁଁ ତୁମ ପାଦ ତଳ
କରହେ ସରଳ ଜୀବନ ମୋହର,
ତୁମରି ପାଇଁ ଗାଇବି ମୁଁ ଗୀତ
ମୂରଲୀ ଯେସନ I
Wow, . Beautiful translation. The first stanza speaks of the required denudation of the lyrics for a real connection, the description of humble heart in the last stanza speaks volumes. Enjoyed reading it. Thanks for the sharing.
ତୁମ ଦୃଷ୍ଟିଆଗେ ଲଜ୍ଜା ରେ ଝାଉଁଳିଯାଏ ମୋ କବିତ୍ଵର ବଡ ପଣ....The humbleness of a poetic soul is brilliantly depicted here! I love reading you translation! Pray God bless you to write more and more. I feel many Odiya readers would relish these sublime pieces!
Though They Were Not Gods When it's love nothing should come in between, Love needs a complete exposure nothing should remain unseen, Close so close that the lovers listen to the music of the hearts An art that is creator of all the fine arts, The eternal beauty is dissolved in the eternal wine They drank it and their ecstasy became an ens
All the senses are basically a sense of a touch They never saw Him but they felt Him so much That their senses witnessed the eternal beloved They loved Him and in return they were loved Loved so much that they were believed to be God For me a mirror in that I see a virtual image to nod.
ଦେଖପ୍ରିୟ, ମୋ ଗୀତ ରୁ ଉତ୍ତାରି ଦେଇଛି, ଆଭୂଷଣ, ବିଭୂଷଣ ଓଅଳଙ୍କାର ର ଯେତେ ମିଛ ଆହରଣ, କାହିଁକି ନା ସେମାନେ ତୋଳନ୍ତି ପ୍ରାଚୀର, ତୁମଓ ମୋ ଭିତରେ, ସେମାନଙ୍କ ରୁଣୁ ଝୁଣୁ ଶବ୍ଦରେ, ଆଉ ଶୁଭେନାହିଁ ତୁମ ଧୀର କଣ୍ଠ ସ୍ୱରI.........ଓ କି ସୁନ୍ଦର ଭାବେ ହୃଦୟସ୍ପର୍ଶୀ ହୋଇଛି ଏ ଲେଖା, ଶୁଣୁଛି ଏବେବି ମୁ ରୁଣୁଝୁଣୁ ଶବ୍ଦ । ଅନୁବାଦରେ ସିଦ୍ଧହସ୍ତ ଅଟନ୍ତି ଆପଣ, ଏଣୁ ଦିବାର ଟାଣି ଆନେ ପଢିବାକୁ ଗୀତା ।
VERY simply beautiful was picked up by the BRITISH HIS poetry was all in Bengal a NOBEL THEY GAVE HIM STILL
Fantastic translation has been made by u dear madam that it attracts the odiya readers to read once and once again. Thank u very much.
This poem has not been translated into any other language yet.
I would like to translate this poem
ତୁମ ଦୃଷ୍ଟିଆଗେ ଲଜ୍ଜା ରେ ଝାଉଁଳିଯାଏ ମୋ କବିତ୍ଵର ବଡ ପଣ, ହେକବି ଅନନ୍ୟ, ବସିଛି ମୁଁ ତୁମ ପାଦ ତଳ କରହେସରଳ ଜୀବନମୋହର, ତୁମରି ପାଇଁଗାଇବି ମୁଁଗୀତ ମୂରଲୀ ଯେସନI wow what a nice poem madam beautiful translation,10++(+((+++++