1.
Thou hast made me endless, such is thy pleasure. This frail vessel thou emptiest again and again, and fillest it ever with fresh life.
...
Read full text
Odia translation of Gitanjali poem-7 , translated by Bharati Nayak, can be read here on her poem page 'Gitanjalira Kabita ଗୀତଞ୍ଜଳିର କବିତା -୬ ଅତି କ୍ଷୁଦ୍ର ପୁଷ୍ପମୁହିଁ, ମଉଳିବା ଆଗୁଁ ତୋଳି ନିଅ ବାରେ, ନହେଲେ, ଅଚିରେପଡିବିଝରି, ଆଉ, ମିଶିବି ମାଟିରେ I ହୁଏତ, ମୋପାଇଁ ନାହିଁ ସ୍ଥାନ, ହେବାକୁ ମଣ୍ଡିତ ତୁମ ଗ୍ରୀବା ଲଗ୍ନ ପୁଷ୍ପହାର ରେ, ସାମାନ୍ୟକଷ୍ଟବହି ମୋତେ ତୋଳିନିଅବାରେ ହୋଇବିମୁଁଧନ୍ୟ ତୁମ ହସ୍ତ ରଅମୃତଛୁଆଁରେIPart-1)
ଗୀତଞ୍ଜଳିର କବିତା - ୭ ଦେଖପ୍ରିୟ, ମୋ ଗୀତ ରୁ ଉତ୍ତାରି ଦେଇଛି, ଆଭୂଷଣ, ବିଭୂଷଣ ଓଅଳଙ୍କାର ର ଯେତେ ମିଛ ଆହରଣ, କାହିଁକି ନା ସେମାନେ ତୋଳନ୍ତି ପ୍ରାଚୀର, ତୁମଓ ମୋ ଭିତରେ, ସେମାନଙ୍କ ରୁଣୁ ଝୁଣୁ ଶବ୍ଦରେ, ଆଉ ଶୁଭେନାହିଁ ତୁମ ଧୀର କଣ୍ଠ ସ୍ୱରI ତୁମ ଦୃଷ୍ଟିଆଗେ ଲଜ୍ଜା ରେ ଝାଉଁଳିଯାଏ ମୋ କବିତ୍ଵର ବଡ ପଣ, ହେକବି ଅନନ୍ୟ, ବସିଛି ମୁଁ ତୁମ ପାଦ ତଳ କରହେସରଳ ଜୀବନମୋହର, ତୁମରି ପାଇଁଗାଇବି ମୁଁଗୀତ ମୂରଲୀ ଯେସନI Gitanjali, poem-7, translated into Odia by Bharati Nayak
the great poem and anthology of poems where world poet and poet laureate expressed his ultimate thoughts about nature, spirituality, humanism, love, metaphysical attendance, introspection as well as depth inside journey from the obscene minds//// love and love it, FAV
Gitanjali- -Poem-19(Odia translation) କବିତା -୧୯ ତୁମେ ଯଦି ଆଜିନକୁହ କଥା ହୃଦୟେ ଭରିନେଇଯେତେ ନୀରବତା ସହିଯିବି ଯାବତୀୟ ବ୍ୟଥା ରାତ୍ରିର ସ୍ଥିର ତାରକା ସମ ଆପେକ୍ଷିବିଧୈର୍ଯ୍ୟଧରି ନଇଁମୋର ମଥାi ଆସିବଏକନିଶ୍ଚିତ ସକାଳ କରି ତମସାଅପସାରଣ ଆକାଶୁଁଫାଟି ଝରିବ ତୁମ ସ୍ୱର ସୁନେଲି ଝରଣା ସମ ତାପରେଶବ୍ଦତୁମ ପକ୍ଷମେଲି ଯିବ ଉଡିଛାଡି ମୋ ହୃଦୟ ନୀଡ଼ ମୋ ମନ ବାଟିକାରପୁଷ୍ପ ଗହଳେ ଝଙ୍କୃତହେବତୁମ ସଙ୍ଗୀତରସୁରl Bharati Nayak
the earnings of the subtle body taking wings in songs and relayed by the words of Gurudev to the world of dumb humans who are still to find their own subtle selves!
Giving Life's lesson to Humanity in His simple and colloquial language that can never diminish.
Please read the Odia translation of some of the poems from Gitanjali on my poem page. Bharati Nayak
Gitanjali or `song offerings' the original collection of 157 poems (in Bengali) was published on August 14,1910. Tagore was the first non-European to win the Nobel Prize for Literature (1913)
Gitanjali poem-6 translated into Odia by Bharati Nayak(Part-2) ମନେ ମନେହୁଏମୁଁ ଶଙ୍କିତ ପୂଜା ବେଳ ଯିବଗଡି ତୁମ ଠାରେଅର୍ଘ୍ୟ ଲାଗି ହେଵା ଆଗୁଁ, କାଳେ ପଡିବି ମୁଁଝରି I ମୁଁ ତ ଅତି ସାମାନ୍ୟପୁଷ୍ପ ଟିଏ, ଫିକା ଫିକାମୋପାଖୁଡା ର ରଙ୍ଗ, ହୁଏତନାହିଁ ମୋଠାରେ ମନଲୋଭା ମିଠାମିଠା ଗନ୍ଧ, କିନ୍ତୁଦୟା ବହି ମୋତେ ତୋଳି ନିଅବାରେ, ବେଳ ଥାଉଁଥାଉଁ ଲାଗିବି ମୁଁ ତୁମଆରାଧନାରେ