ମା Poem by Dr Bedadyuti Sahoo

ମା

ମା ପଣତରେ ପୋଛିଦିଏ ଲୁହ
କୋଳେଇ କାଖେଇ ବଢ଼ାଏ
ଓଦା ପଣତର ଉଷ୍ମତାକୁ ବୁଝି
ଗେଲହା କରି ବାଟ କଢ଼ାଏ

ସେଥିପାଇଁ ସିଏ ମା ଆମର
ନ ଭୁଲୁ ଆମେଯେ ତାକୁ
ମା ଡାକିଦେଲେ ଦଉଡି ପଳାଉ
ସ୍ତ୍ରୀ ପଛୁ ଯେତେ ଡାକୁ
***************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo

COMMENTS OF THE POEM
READ THIS POEM IN OTHER LANGUAGES
Dr Bedadyuti Sahoo

Dr Bedadyuti Sahoo

Nahuni, Kendrapara, Odisha, India
Close
Error Success