ନିସ୍ତବ୍ଦ ଭାବନା Poem by Dr Bedadyuti Sahoo

ନିସ୍ତବ୍ଦ ଭାବନା

ଇତିହାସର ନିସ୍ତବ୍ଦ ପଥର
ନିହାଣର ଶକ୍ତ ଆଘାତକୁ
ଭୁଲି ଖିଲିଖିଲି ହସୁଛି
ସମୃଦ୍ଧିକୁ ଆବୃତି କରୁଛି
ଯେତେବେଳେ ତୁମ ପାଦର ସ୍ପର୍ଶ
ଓ ହସ ହସ ଓଠର କଥା
ମୋ ଭିତରେ ପୁରୁଣା ସ୍ମୃତିକୁ
ମନେପକେଇ ଦେଉଛି
ତୁମ ଆସିବାର ଆତିଥ୍ୟରେ
*******************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo

COMMENTS OF THE POEM
READ THIS POEM IN OTHER LANGUAGES
Dr Bedadyuti Sahoo

Dr Bedadyuti Sahoo

Nahuni, Kendrapara, Odisha, India
Close
Error Success