ତୁମେ ମୋ ସପନ Poem by Dr Bedadyuti Sahoo

ତୁମେ ମୋ ସପନ

ସକାଳୁ ସପନେ ତୁମେ ଆସ ମନେ
ଜାଣ ବାରି ମୁଁ ଶୟନେ
ତୁମ ପିରତିର ବାସ୍ନାକୁ ଆଦରି
ବିତି ଯିବ ଆଜି ଦିନ ।

ତୁମ ସ୍ମୃତି ଗିରି ଶୃଙ୍ଗରୁ ଦେଖିବି
କେତେ ବନ ଉପବନ
ତରି ତମାଳରୁ ଝରା ଫୁଲ ଆଣି
ସମର୍ପିବି ଦେଇ ମନ ।
*******************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo

COMMENTS OF THE POEM
READ THIS POEM IN OTHER LANGUAGES
Dr Bedadyuti Sahoo

Dr Bedadyuti Sahoo

Nahuni, Kendrapara, Odisha, India
Close
Error Success