"ଦେହକୁ ବୋଲି ବନ୍ଧୁଘର"
ଗଜାନନ ମିଶ୍ର
ବନ୍ଧୁଘରେ ପ୍ରୀତି କଣ?
ମୂର୍ଖ ତୁ ରେ, କିଛି ନ ଜାଣି
କରୁଛୁ ଏତେ ସେତେ ବଖାଣ!
ଟିକିଏ ସ୍ଥିର ରହ
ବୁଲି ଆ ଟିକିଏ
ଘର ବାହାର।
ଉତ୍ତର ଅପେକ୍ଷା
ପ୍ରଶ୍ନରେ ଦେ ମନ!
ପ୍ରସ୍ତାବ ନାଇଁ କିଛି,
ଥା, ସମାନ ରଖି ଦୃଷ୍ଟି।
ଶୌଚ ରହ ସଦା ସବୁଠି
ପ୍ରତ୍ୟକ୍ଷ ଉଭା ହ ନିଜଠି।
ସୁଖ ଅଛି ଯାହା
କର୍ ଠାବ ଏଠାରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/01/2020
This poem has not been translated into any other language yet.
I would like to translate this poem