Thursday, January 11, 2018

ବର୍ଷା- -୩ (A Poem In Odia Language) Comments

Rating: 5.0

ବର୍ଷା- -୩
ବର୍ଷା ତୁମେ ଝରି ପଡ ଲୁହ ଧାରପରି
ତପ୍ତ କ୍ଲୀଷ୍ଟଧରା ର ବକ୍ଷ ରେ
ପୁଞ୍ଜୀଭୂତ ଯନ୍ତ୍ରଣା, ରୌଦ୍ରତାପ ଯେତେ
...
Read full text

Bharati Nayak
COMMENTS
Rajendra Rout 31 October 2018

ଆକାଶରେ କଳା କଳାବାଦଲ ର ସମାରୋହ, କେତେବେଳେକେମିତି ତଡ଼ିତ ର ଝଲକ ଝୁଡିଝୁଡିଝଡି ପୋକ ଝାଡ଼ିଦିଅନ୍ତିଡେଣା ମାନ, ରହି ରହି ଶୁଭି ଯାଏଘଡ ଘଡି ର ଗର୍ଜନl ଡୋଳାୟିତ ବୃକ୍ଷ ଶାଖା ରୁ ଝରି ପଡୁ ଥାଏବର୍ଷା ବିନ୍ଦୁ ବାଦଲ ଆଖି ର ଲୁହ ଧାର Lovely line Madam I enjoy your poem

0 0 Reply
Dr Dillip K Swain 20 August 2018

ତୁମଆଗମନୀ ର ସଂଗୀତ ଶୁଭି ଯାଏ, ପତ୍ର ଗହଳରେ ଝିଙ୍କାରୀ ରଝୀଂଝୀଂଆଉ ବେଙ୍ଗ ର ଡାକରେl....Lovely expression! A beautiful poem! My pleasure reading it time and again!

1 0 Reply
Bharati Nayak 20 August 2018

ଭାଇ ଦିଲ୍ଲୀପ ମୋର ଓଡିଆ କବିତାର ଆଗ୍ରହୀ ପାଠକ ଭାବରେ ମୋର ଧନ୍ୟବାଦ ଗ୍ରହଣ କରିବେ.।

0 0
Kumarmani Mahakul 04 March 2018

ହ୍ରୁଦୟସ୍ପର୍ଶୀ ବର୍ଣ୍ଣନା ହୋଇଛି ଗୀତର ଜେଉନ୍ଠି ବର୍ଷା ଲୁହ ବିନ୍ଦୁ ପରି ଝରିପଡ଼େ ତପ୍ତ ଅବନୀ ଗାତ୍ରରେ ସନ୍ତାପିତ ହ୍ରୁଦୟ ତାହାର ନିମିସକ ମଧ୍ୟେ ଲଭିଥାଏ ଶୀତଳ; ସନ୍ତୋଷ. ଚମତ୍କାର, ଅତି ଚମତ୍କାର ହୋଇଛି ବର୍ଣ୍ଣନା ତୁମ୍ଭର ହେ କଵୟୀତ୍ରୀ ମହାଶୟା, ଘେନନ୍ତୁ ମୋ ଧନ୍ୟବାଦ ସଦା. (Beautiful poem on rain on earth with touching expression and nice diction in odia. Thanks.)

1 0 Reply
Kumarmani Mahakul 04 March 2018

ହ୍ରୁଦୟସ୍ପର୍ଶୀ ବର୍ଣ୍ଣନା ହୋଇଛି ଗୀତର ଜେଉନ୍ଠି ବର୍ଷା ଲୁହ ବିନ୍ଦୁ ପରି ଝରିପଡ଼େ ତପ୍ତ ଅବନୀ ଗାତ୍ରରେ ସନ୍ତାପିତ ହ୍ରୁଦୟ ତାହାର ନିମିସକ ମଧ୍ୟେ ଲଭିଥାଏ ଶୀତଳ; ସନ୍ତୋଷ. ଚମତ୍କାର, ଅତି ଚମତ୍କାର ହୋଇଛି ବର୍ଣ୍ଣନା ତୁମ୍ଭର ହେ କଵୟୀତ୍ରୀ ମହାଶୟା, ଘେନନ୍ତୁ ମୋ ଧନ୍ୟବାଦ ସଦା. (Beautiful poem on rain on earth with touching expression and nice diction in odia. Thanks.)

1 0 Reply
Bharati Nayak 20 August 2018

କବିଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଏବଂ ପ୍ରଣାମ.

0 0
Suratha Kumar Rout 10 February 2018

Great imagination.I enjoyed. Thanks for sharing. 10+++

1 0 Reply
Dr Dillip K Swain 20 January 2018

ତୁମଆଗମନୀ ର ସଂଗୀତ ଶୁଭି ଯାଏ, ପତ୍ର ଗହଳରେ ଝିଙ୍କାରୀ ରଝୀଂଝୀଂଆଉ ବେଙ୍ଗ ର ଡାକରେl...The more I read, the pleasure I get...Pray God bless you and enrich your divine talent always!

2 0 Reply
Bharati Nayak 19 January 2018

My thanks to Dr. Sada Bihari Sahu and Dr. Dillip Kumar Swain for kind appreciation of my Odia poem.

2 0 Reply
Dr. Sada Bihari Sahu 15 January 2018

ଅତି ସୁନ୍ଦର କବିତା । ପୃଥିବୀ ର ଧମନୀ ରେ ବହି ଯାଏ ଭେଦି ଭେଦି ପ୍ରତିଟି କୋଣରେ ନୂତନ ସୃଷ୍ଟି ର ସମ୍ଭାବନା କୁ କରୁଥାଏ ଅଧିକ ରୁ ଅଧିକ ଉର୍ବରl ବହୁତ ଭଲ ଲାଗିଲା । ଧନ୍ୟବାଦ ମାଡମ ।

2 0 Reply
Dr Dillip K Swain 13 January 2018

...ବାଦଲ ଆଖି ର ଲୁହ ଧାର ଲହୁ ଧାର ଭଳି ପୃଥିବୀ ର ଧମନୀ ରେ ବହି ଯାଏ ଭେଦି ଭେଦି ପ୍ରତିଟି କୋଣରେ....Wonderful piece of work! I appreciate the beauty of poetic expression! ....10

2 0 Reply
Close
Error Success