କେମିତିକା ଆସିଥାନ୍ତି ଫେରି-
ତୁମ ଦେହ ବାସ୍ନା ବଳଯ ରୁ,
ତୁମ ନଜର ରେ ବନ୍ଦୀ ଥିବା
ମୋ ଆତ୍ମା କୁ ନିଜ ଶରୀର ରୁ...
ଅନ୍ଧାର ର ପତଳା ପରଦା-
ଯେତେ ଯେତେ କରୁଥିଲା ଝାପ୍ସା
ତୁମ ମୁହଁ ଦେଖିବା ର ଇଚ୍ଛା-
ବଢୁଥିଲା, ତୀବ୍ର ଏ ପିପାସା..
ଶିରି ଶିରି ଶୀତଳ ବାଆ ରେ-
କାଳେ ଥରି ଯାଉଥିବ ଦେହ,
ଏ ବେଳା ରେ ତମ ମିଠା-ଛୁଆଁ-
ସ୍ମୃତି ଚୁମି ଯାଉଥିଲା ମୁହଁ...
ଆସିଲା ଏ ବେଳା ରେ ଅନ୍ଧାର,
ଲୁଚି ଗଲା ମୁଖ ରେଖା ତୁମ,
ଫେରିବା କୁ ହେଲା ପୁଣି ମୋତେ
ଦୂରେ ଲୁଚି ଗଲା ଘର ତୁମ...
ଶିରି ଶିରି ଶୀତଳ ବାଆ ରେ- କାଳେ ଥରି ଯାଉଥିବ ଦେହ, ଏ ବେଳା ରେ ତମ ମିଠା-ଛୁଆଁ- ସ୍ମୃତି ଚୁମି ଯାଉଥିଲା ମୁହଁ... Erotic, revealing, sweet poem. 10++
ଶିରି ଶିରି ଶୀତଳ ବାଆ ରେ- କାଳେ ଥରି ଯାଉଥିବ ଦେହ, ଏ ବେଳା ରେ ତମ ମିଠା-ଛୁଆଁ- ସ୍ମୃତି ଚୁମି ଯାଉଥିଲା ମୁହଁ... lovely.10+++
ଅନ୍ଧାର ର ପତଳା ପରଦା- ଯେତେ ଯେତେ କରୁଥିଲା ଝାପ୍ସା ତୁମ ମୁହଁ ଦେଖିବା ର ଇଚ୍ଛା- ବଢୁଥିଲା, ତୀବ୍ର ଏ ପିପାସା.. Great poem,10++++
ଅନ୍ଧାର ର ପତଳା ପରଦା- ଯେତେ ଯେତେ କରୁଥିଲା ଝାପ୍ସା ତୁମ ମୁହଁ ଦେଖିବା ର ଇଚ୍ଛା- ବଢୁଥିଲା, ତୀବ୍ର ଏ ପିପାସା.. Great poem,10++++
ଆସିଲା ଏ ବେଳା ରେ ଅନ୍ଧାର, ଲୁଚି ଗଲା ମୁଖ ରେଖା ତୁମ, ଫେରିବା କୁ ହେଲା ପୁଣି ମୋତେ ଦୂରେ ଲୁଚି ଗଲା ଘର ତୁମ... Nice poem. 10+++
This poem has not been translated into any other language yet.
I would like to translate this poem
ଶିରି ଶିରି ଶୀତଳ ବାଆ ରେ- କାଳେ ଥରି ଯାଉଥିବ ଦେହ, ଏ ବେଳା ରେ ତମ ମିଠା-ଛୁଆଁ- ସ୍ମୃତି ଚୁମି ଯାଉଥିଲା ମୁହଁ... Erotic, revealing, sweet poem. 10+++