ଖୋଜିବା ର ସେଇ କେତେ ଦିନ- 04(Khojiba Ra Sei Kete Dina/Odia Poem-04) Poem by Subhas Chandra Chakra

ଖୋଜିବା ର ସେଇ କେତେ ଦିନ- 04(Khojiba Ra Sei Kete Dina/Odia Poem-04)

Rating: 5.0

ମୁଁ ଖୋଜୁଚି ତୁମ ସହ

ଏ ନି8ରନ୍ଧ୍ର ଅନ୍ଧାର କୂପ ର

ଧାରେ ଧାରେ ଠିଆ ।


ନିଶ୍ଚଳତା ଖୋଜୁଥିବା

ଆମ ଆଖି ଧାରେ

ଲୁଚୁକାଳି ଖେଳୁଥାଏ କିଆଁ..।।


ଆମ ସହ ଆମ ର ସପନ

ମିଳନ ର ଅନାହତ ନାଦ

ଶୁଣିବା ର ବ୍ୟାକୁଳ ଅନ୍ତର ।


ପ୍ରଣୟ ର ଗଭୀରତା ମାପି

ଖୋଜିବା କୁ ପରସ୍ପର ଛାଇ

ଅନ୍ୟ କାହା ଅଲୋଡା ଖରା ରେ ।।

ଖୋଜିବା ର ସେଇ କେତେ ଦିନ- 04(Khojiba Ra Sei Kete Dina/Odia Poem-04)
Tuesday, October 24, 2017
Topic(s) of this poem: desire,loneliness,longing,love,love and dreams,love and friendship
POET'S NOTES ABOUT THE POEM
An elegy written by a lover for the princess who owes nothing yet owns everything in and around.The quest for depth of love and passion at times plays a hide and seek like the silver lining on the rainy sky of hearts.
COMMENTS OF THE POEM
Prativa Rani 28 October 2017

ମୁଁ ଖୋଜୁଚି ତୁମ ସହ ଏ ନି8ରନ୍ଧ୍ର ଅନ୍ଧାର କୂପ ର ଧାରେ ଧାରେ ଠିଆ । The quest for depth of love and passion at times plays a hide and seek like the silver lining on the rainy sky of hearts. Lovely sharing. 10+++ for it.

1 0 Reply
Seema Sharma Rimi 28 October 2017

ଆମ ସହ ଆମ ର ସପନ ମିଳନ ର ଅନାହତ ନାଦ ଶୁଣିବା ର ବ୍ୟାକୁଳ ଅନ୍ତର । ପ୍ରଣୟ ର ଗଭୀରତା ମାପି ଖୋଜିବା କୁ ପରସ୍ପର ଛାଇ ଅନ୍ୟ କାହା ଅଲୋଡା ଖରା ରେ ।। Lovely poem shared. 10+++ for the poem.

2 0 Reply
Sabita Sahoo 28 October 2017

ପ୍ରଣୟ ର ଗଭୀରତା ମାପି ଖୋଜିବା କୁ ପରସ୍ପର ଛାଇ ଅନ୍ୟ କାହା ଅଲୋଡା ଖରା ରେ ।। The quest for depth of love and passion at times plays a hide and seek like the silver lining on the rainy sky of hearts. Great poem shared. 10+++ for it.

2 0 Reply
D Priyanka Singh 28 October 2017

ମୁଁ ଖୋଜୁଚି ତୁମ ସହ ଏ ନି8ରନ୍ଧ୍ର ଅନ୍ଧାର କୂପ ର ଧାରେ ଧାରେ ଠିଆ । Great art of odia poetry. 10+++ for the poem shared.

4 0 Reply
Kumarmani Mahakul 24 October 2017

Searching for love in the deep dark well in loneliness and finding the moment of joy to fly is light bring nice sequence in this interesting love poem.

6 0 Reply
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success