ଖୋଜିବା ର ସେଇ କେତେ ଦିନ- 03(Khojiba Ra Sei Kete Dina/Odia Poem-03) Poem by Subhas Chandra Chakra

ଖୋଜିବା ର ସେଇ କେତେ ଦିନ- 03(Khojiba Ra Sei Kete Dina/Odia Poem-03)

Rating: 5.0

ବତାସ ର ଶିକାର

କ୍ଳାନ୍ତ, ହାରୁ ନଥିବା

ଏକାକୀ ପକ୍ଷୀଟିଏ ପରି

ଯୁଝିବା ବେଳେ

ତମେ ତମ ହାତ ଦିଅ ।



ମୋ ଆଡକୁ ପ୍ରସାରିତ

ତୁମ ଛୁଆଁ ର ଫଗୁଣ

ଆଉ ଅଛୁଆଁ ଶରତ ର

ନୀଳ ନୀଳ ମେଘ ।



ମୋ ଆଷାଢ କଳା ଆକାଶ ରେ

ତୁମ ଆଖି ସବୁଜ ବିଜୁଳି

ତୁମ ସ୍ୱର କ୍ଷୀଣ ରାଗ ଧ୍ୱନି

ଦୂରୁ ଭାସି ଆସେ-

ଭିଜାଇ ମୋ ଅନ୍ତ8କରଣ କୁ

ଶରତ ର ଆଲୋକ ର

ନୀଳ ନୀଳ ସକାଳ ର

ସୀମାହୀନ ସମୁଦ୍ର ବେଳା ରେ ।।

ଖୋଜିବା ର ସେଇ କେତେ ଦିନ- 03(Khojiba Ra Sei Kete Dina/Odia Poem-03)
Tuesday, October 24, 2017
Topic(s) of this poem: desire,loneliness,longing,love,love and art
POET'S NOTES ABOUT THE POEM
An elegy written by a lover for the princess who owes nothing yet owns everything in and around.The quest for is tireless, never ending, yet full of contentment.
COMMENTS OF THE POEM
Seema Sharma Rimi 28 October 2017

ମୋ ଆଷାଢ କଳା ଆକାଶ ରେ ତୁମ ଆଖି ସବୁଜ ବିଜୁଳି ତୁମ ସ୍ୱର କ୍ଷୀଣ ରାଗ ଧ୍ୱନି ଦୂରୁ ଭାସି ଆସେ- ଭିଜାଇ ମୋ ଅନ୍ତ8କରଣ କୁ Wow, a lovely write. Thanks forsharing. 10+++ for it.

2 0 Reply
Sabita Sahoo 28 October 2017

ତୁମ ସ୍ୱର କ୍ଷୀଣ ରାଗ ଧ୍ୱନି ଦୂରୁ ଭାସି ଆସେ- ଭିଜାଇ ମୋ ଅନ୍ତ8କରଣ କୁ Lovely sharing dear poet. 10++ for the poem.

2 0 Reply
D Priyanka Singh 28 October 2017

ମୋ ଆଷାଢ କଳା ଆକାଶ ରେ ତୁମ ଆଖି ସବୁଜ ବିଜୁଳି ତୁମ ସ୍ୱର କ୍ଷୀଣ ରାଗ ଧ୍ୱନି ଦୂରୁ ଭାସି ଆସେ- ଭିଜାଇ ମୋ ଅନ୍ତ8କରଣ କୁ Lovely presentation, nicely penned Odia modern poem. 10+++ for it.

4 0 Reply
Bharati Nayak 27 October 2017

Kabitara anindya pariprkasa mote abhibhuta karuchhi...Bhaba, bhabana o bhasa ra chamatkara sammishrana rahichi apananka ei kabitare.Eipari sundara kabita madhyamare apana odia kabya jagataku rudhhimanta karichhanti.Sethipain aapananku aneka dhanyabad.

6 0 Reply
Muzahidul Reza 24 October 2017

Excellently written, thanks for sharing this poem with us,10

6 0 Reply
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success