ଫୁଲ ପରି କଅଁଳ ମନ ରେ
ଏ ମହକ ଭରିଦିଏ ରଙ୍ଗ
...
Read full text
Okay, guys and gals! I see you read and comment in the poet's language. So how about throwing in a translation for me, your itty bitty American friend who is so under-educated as to have learned only one language. Well,2 if you count high-school Spanish which I used to be able to read but could never speak understandably. : D
Sigh... I have read all your poetry you so sweetly translated into English so I hopped on the train and came to this poem hoping it too had been translated... I hope your write more poetry soon [but no pressure, no pressure]!
i wonder if would you like to include a translation to English for 'US in the U.S.'? ? :) bri if your answer is yes, send a message; i rarely return to a poem.
ଫୁଲର କଅଁଳ ପରଶ ଝୁରି ହୁଏ ମନ ବର୍ଷ ବର୍ଷ, ଫୁଲର ସୁନ୍ଦର ପାଖୁଡା ଖେଳାଏ ବାସ୍ନାର ଅଖାଡା, ଝଡି ଯାଏ ଫୁଲ ସିନା ଝଡ଼େ ନାହିଁ ବାସନା, ଫୁଲ ଦିଏ ଅଭୁଲା ପରଶ ସିଏ କେବେ କରେ ନାହିଁ ମନା.. ଏହି କବିତା ଟି ସୁନ୍ଦର ଓ ଚମତ୍କାର ହୋଇଛି. । This is amazing! ..10
ଫୁଲ ପରି କଅଁଳ ମନ ରେ ଏ ମହକ ଭରିଦିଏ ରଙ୍ଗ ଆବେଗ ର ପୀୟୁଷ ପରଶେ ବାସ୍ନାୟିତ ଆତ୍ମା, ଚଉଦିଗ ।। - - - - - - - - ଅପଣଙ୍କ ଏଇ କବିତାଟି ଭାବ ଏବଂ ଭାଷା ର ଚମତ୍କାର ସମନ୍ଵୟ i ଅପଣଙ୍କୁ ମୋର ଆଭିନନ୍ଦନ i
Thanks RANJAN for your beautiful poem shairing with us.
Ranjan i like your poem and i enjoy your poem.thanku Ranjan for shairing this odia poem....10+++++++
ଫୁଲ ଟିଏ ଝଡିଗଲା ପରେ ଯେମିତିକା ବାସ ଚହଟାଏ, ସେମିତି ମୁଁ ଭଲ ପାଉଥିବି- ଶେଷ ଶ୍ୱାସ ତେଜି ଦେବା ଯାଏ ।।। Wow Ranjan, what a lovely poem it is. Thanks for the sharing. 10++++
So nice poem ranjan