ଖୋଜିବା ର ସେଇ ପଲକ ର
ଅନୂଢା ଚୁମ୍ବନ
ଛୁଉଁଥିଲା ମୋର
ଯେତେ ଯେତେ ଲଜ୍ଜାହୀନ
ଗୋପନାଙ୍ଗ, ଅନଙ୍ଗ ତାରୁଣ୍ୟ ।
ତମ ମୁହଁ ଦିଶିଯାଉଥିଲା-
ଖାଲି ଖାଲି ପଣ ର
ଅଦିନିଆଁ ବର୍ଷା ରେ
ଭିଜିଥିବା ବାସୀ ତୋରାଣୀ ରେ ।
ଅମାନିଆ ମାଡି ଆସିଥିବା
ନାଉ ଡଙ୍କ ସବୁଜ ଓ ଅଲିଭା ହସ ରେ ।।
ଅମାନିଆ ମାଡି ଆସିଥିବଆ ନାଉ ଡଙ୍କ ସବୁଜ ଓ ଅଲିଭା ହସ ରେ ।। Lovely write. 10++ for the sharing.
ତମ ମୁହଁ ଦିଶିଯାଉଥିଲା- ଖାଲି ଖାଲି ପଣ ର ଅଦିନିଆଁ ବର୍ଷା ରେ ଭିଜିଥିବା ବାସୀ ତୋରାଣୀ ରେ । Lovely sharing,10+++ for the poem.
ତମ ମୁହଁ ଦିଶିଯାଉଥିଲା- ଖାଲି ଖାଲି ପଣ ର ଅଦିନିଆଁ ବର୍ଷା ରେ ଭିଜିଥିବା ବାସୀ ତୋରାଣୀ ରେ । A great modern Odia poem so nicely written. 10+++ for it.
ତମ ମୁହଁ ଦିଶିଯାଉଥିଲା- ଖାଲି ଖାଲି ପଣ ର ଅଦିନିଆଁ ବର୍ଷା ରେ Loved the lovely write. 10+++ for the poem.