ଯୋଜନ ଯୋଜନ ଧରି
ବିସ୍ଫାରିତ-
ଦେହ ସମୟ ର, 
ସୀମାହୀନ, ଆଦିଗନ୍ତ ବ୍ୟାପ୍ତି-
ନି8ସଙ୍ଗତା, ଶୂନଶାନ, 
ଅନ୍ତରଙ୍ଗ ସ୍ମୃତି ।।
କାଲି ର ଆକାଂକ୍ଷା ହଜେ
ଅସହାୟ ଜନନୀ ଜଠରେ, 
ଫୁଟିବା ର ପୂର୍ବ ଲଗ୍ନେ, 
ଅସତର୍କ ଶେଫାଳି ପାଖୁଡା-
ହସଟିଏ ଲୋଟିଯାଏ ତଳେ, 
ଲିଭିଯାଏ ତରୁଣ ଓଠ ରେ
ମିଳନ ର ଅନ୍ତିମ ମୂହୁର୍ତ୍ତେ
ବିରହ ର ସ୍ୱର ଅସଜଡା ।।                
A very beautiful and symbolic poem that very well describes the voice of time in the most perfect way. ଲିଭିଯାଏ ତରୁଣ ଓଠ ରେ ମିଳନ ର ଅନ୍ତିମ ମୂହୁର୍ତ୍ତେ ବିରହ ର ସ୍ୱର ଅସଜଡା ।। Beautiful poem. 10
କାଲି ର ଆକାଂକ୍ଷା ହଜେ ଅସହାୟ ଜନନୀ ଜଠରେ, ଫୁଟିବା ର ପୂର୍ବ ଲଗ୍ନେ, ଅସତର୍କ ଶେଫାଳି ପାଖୁଡା- ହସଟିଏ ଲୋଟିଯାଏ ତଳେ, Tragic tone in the voices of time. well written. 10++
ଯୋଜନ ଯୋଜନ ଧରି ବିସ୍ଫାରିତ- ଦେହ ସମୟ ର, ସୀମାହୀନ, ଆଦିଗନ୍ତ ବ୍ୟାପ୍ତି- ନି8ସଙ୍ଗତା, ଶୂନଶାନ, ଅନ୍ତରଙ୍ଗ ସ୍ମୃତି ।। A beautiful sketch of eternal time.10+++
ଫୁଟିବା ର ପୂର୍ବ ଲଗ୍ନେ, ଅସତର୍କ ଶେଫାଳି ପାଖୁଡା- ହସଟିଏ ଲୋଟିଯାଏ ତଳେ, ଲିଭିଯାଏ ତରୁଣ ଓଠ ରେ ମିଳନ ର ଅନ୍ତିମ ମୂହୁର୍ତ୍ତେ ବିରହ ର ସ୍ୱର ଅସଜଡା ।। - - - - ସମୟର ଗର୍ଭରେ ଲୁଚି ଯାଏ ଅନେକ ଅନ୍ତରଙ୍ଗ ସ୍ମୃତି . ସେଇ ସ୍ମୃତି ମାନଙ୍କ ପାଇଁ କବିଙ୍କର ଏହା ଏକ ମାର୍ମିକ କବିତା - - - - An excellently penned poem, like many of yours.
This poem has not been translated into any other language yet.
I would like to translate this poem
 
                     
                
କାଲି ର ଆକାଂକ୍ଷା ହଜେ ଅସହାୟ ଜନନୀ ଜଠରେ, ଫୁଟିବା ର ପୂର୍ବ ଲଗ୍ନେ, ଅସତର୍କ ଶେଫାଳି ପାଖୁଡା- ହସଟିଏ ଲୋଟିଯାଏ ତଳେ, Very beautiful poem shaired.i enjoy this beautiful poem
Rajendra, Thanks dear for your heartfelt remarks.