Saturday, December 1, 2018

ଏମିତି ହଜି ଯାଏ Comments

Rating: 5.0

ମନେ ଅଛି
ମୁଁ ଲେଖି ଥିବା,
ବେବିଫଲକଠାରୁ ନିର୍ଭୟା ପର୍ଯ୍ୟନ୍ତ କବିତାଟି '
କେଉଁଏକ କବିସମ୍ମିଳନୀ ରେ ପଢି ଥିଲି '
...
Read full text

Bharati Nayak
COMMENTS
Rajendra Rout 23 April 2019

କାହିଁକିସୁନ୍ଦରତାଆଉ କୋମଳତା ଫୁଟିବା ଆଗରୁଜୁଇରେଶୋଇଯାଏ? ଅବା ଯୁପକାଠରେଝୁଲିଯାଏ? ମୁଁମୋର କବିତା ଟିକୁହଜେଇଦେଇ ଖାଲି କୁହୁଳୁଥାଏl Beautiful poem shared 10++++

0 0 Reply
Kumarmani Mahakul 03 December 2018

ବେବି ଫଲକ ଓ ନିର୍ଭୟା କଥା ମାନେ ପଡିଲେ ଅବେବି ଲୋମ ଟାଙ୍କୁରି ଉଠେ । ଆପଣ ଏମାନଙ୍କ ବିଷୟରେ ବର୍ଣନା କରିଥିବା କବିତାଦ୍ୱୟ ବେଶ ମର୍ମସ୍ପର୍ଶୀ ଓ ଉଦ୍ବେଗଜନକ । ଏ କବିତା ହଜି ଯାଇ ପାରେନା । କାଗଜ କଲମର କବିତା ହଜି ଯାଇ ପାରେ, କିନ୍ତୁ ହୃଦୟରେ ସାଇତା କବିତା...? ଅନେକ ଭାବ ବିନିମୟ କରି ଚମତ୍କାର ଶବ୍ଦ ସଂଯୋଜନାରେ ସୃଷ୍ଟି ନେଇଛି ଆପଣଙ୍କ ବଳିଷ୍ଠ କଲମ ମୁନରେ ଆଜିର ଏଇ କବିତା 'ଏମିତି ହଜି ଯାଏ' । ଏହା ବେଶ ପ୍ରାଣସ୍ପର୍ଶୀ ହୋଇଛି । ଧନ୍ୟବାଦ । 10/10 ( This is a beautiful poem on female and society having touching expression and nice diction.)

1 0 Reply
Bharati Nayak 09 December 2018

ସମ୍ମାନୀୟ କବି ଶ୍ରୀ କୁମାରମଣୀ ମହାକୁଳ, ଆପଣଙ୍କ ସୁନ୍ଦର ଅନୁଶୀଳନପୁର୍ଣ ତଥା ପ୍ରେରଣା ଦାୟୀ ଶବ୍ଦ ମୋତେ ଅନୁପ୍ରାଣିତ କରୁଛି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ

0 0
Dr Dillip K Swain 03 December 2018

କାହିଁକିସୁନ୍ଦରତାଆଉ କୋମଳତା ଫୁଟିବା ଆଗରୁଜୁଇରେଶୋଇଯାଏ? ଅବା ଯୁପକାଠରେଝୁଲିଯାଏ? ମୁଁମୋର କବିତା ଟିକୁହଜେଇଦେଇ ଖାଲି କୁହୁଳୁଥାଏl Magnificent poetic expression! Beautifully penned.....10

1 0 Reply
Bharati Nayak 09 December 2018

ଭାଇ ଦିଲ୍ଲୀପ ମୋର ବହୁତ ଶୁଭେଚ୍ଛା ଓ ଧନ୍ୟବାଦ ଗ୍ରହଣ କରିବ ତୁମର ଉତ୍ସାହ ପ୍ରଦ ସମାଲୋଚନା ସର୍ବଦା ଜାରି ରହିଥାଉ.

0 0
Abhipsa Panda 02 December 2018

A beautiful poetry mam expressing the feelings of a woman..........very deep feelings..hats off...10

1 0 Reply
Bharati Nayak 09 December 2018

Thank you Abhipsa Panda for your beautiful words.

0 0
Close
Error Success